ରାଜ ରାଜେଶ୍ୱରୀ
ଦେଖଣା
ରାଜ ରାଜେଶ୍ୱରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ସାମ୍ରାଜ୍ଞୀ —୧. Empress.
(ଯଥା—ରାଜ ରାଜେଶ୍ୱରୀ ଭିକ୍ଟୋରିୟା)
- ୨. ତନ୍ତ୍ରୋକ୍ତ ଦଶମମହାବିଦ୍ୟା ମଧ୍ୟରୁ ଏକ ଦେବୀ — ୨. Name of one of the ୧୦ Goddesses worshiped by the followers of Tantra.
[ଦ୍ରଷ୍ଟବ୍ୟ —ଏହାଙ୍କୁ ସାଧନା କଲେ ସାଧକ ସର୍ବସୁଖ ଓ ଅଧିପତ୍ୟ ଲାଭ କରେ]