Jump to content

ରାଜ ରାଜେଶ୍ୱରୀ ଭିକ୍ଟୋରିୟା

ଉଇକିଅଭିଧାନ‌ରୁ

ରାଜ ରାଜେଶ୍ୱରୀ ଭିକ୍ଟୋରିୟା

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Rāja rājeṡwarī bhikṭoriyā
  • ଆଇ.ପି.ଏ. — ɾˈaɟɔ ɾˈɔ ˈakaɾ ɟˈɔ ˈekaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ dˈiːɾɡʰikˌaɾ bʰˈikʈoɾˌijʌˌa

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଭାରତର ସମ୍ରାଟ୍ ଅଷ୍ଟମ ଏଡ଼ଓଆର୍ଡ଼ଙ୍କ ପ୍ରପିତାମହୀ, ପଞ୍ଚମଜର୍ଜଙ୍କ ପିତାମହୀ ଓ ସପ୍ତମ ଏଡ଼ବାଡ଼ଙ୍କ ମାତା —The late Empress Victoria of England.

[ଦ୍ରଷ୍ଟବ୍ୟ —ଭିକ୍ଟୋରିୟା ତଳେ ନୋଟ୍ ଦେଖ]