ରାଟଲ୍
ରାଟଲ୍, ରାଟଲସାପଅନ୍ୟରୂପ
ଆମେରିକାର ବିଷଧର ବଡ଼ ସର୍ପ ବିଶେଷ —Rattle snake.
[ଦ୍ରଷ୍ଟବ୍ୟ —ଏ ସାପ ଗତି କଲାବେଳେ ଏହାର ଲାଙ୍ଗୁଡ଼ ଅଗରେ ଥିବା ହାଡ଼ର ଖଣ୍ଡମାନ ରଟ ରଟ ଶବ୍ଦ କରେ]