Jump to content

ରାଟି

ଉଇକିଅଭିଧାନ‌ରୁ

ରାଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରଟ୍ ଧାତୁ=ଶବ୍ଦ କରିବା+ଇ)

[ସମ୍ପାଦନା]
୧. ଯୁଦ୍ଧ; ସଂଗ୍ରାମ —୧. War; fight; battle.
୨. ଶରାଳି ପକ୍ଷୀ; ହାଡ଼ଗିଳା ପକ୍ଷୀ; ଚରଳପକ୍ଷୀ —୨. A kind of crane; the adjutant bird (a wading bird).