ରାଠୋର
ଦେଖଣା
ରାଠୋର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଷ୍ଟ୍ରକୂଟ)
[ସମ୍ପାଦନା]ରାଜପୁତମାନଙ୍କର ଶାଖା ବିଶେଷ —A branch of the Rajputs.
[ଉ— —ପ୍ରତିହାର, ପ୍ରମାରକ, ରାଠୋର, ଚୋହାନ—ନାମ— ଧାରୀ କୃତୀ ଚାରି କ୍ଷତ୍ର ମହାବୀରେ ରାଧାନାଥ ମହାଯାତ୍ରା]
[ଦ୍ରଷ୍ଟବ୍ୟ —ଏହା ଭାରତର ଏକ ପ୍ରସିଦ୍ଧ ରାଜବଂଶ ଓଡ଼ିଶା ଗଡ଼ଜାତ ଦଶପଲ୍ଲାର ରାଜବଂଶ ରାଠୋର ବଂଶୀୟ ଥିବା କଥିତ]