ରାଡ଼
ଦେଖଣା
ରାଡ଼
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ଭଲପୁର) ବିଶେଷ୍ୟ -
[ସମ୍ପାଦନା]ରାଣ୍ଡ — Widow.
ରାଡ଼
ଉଚ୍ଚାରଣ
[ସମ୍ପାଦନା][ରାଡ଼ୀ, ରାଡ଼ୁ(ଡ଼େ)ଣୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ରଟ୍ ଧାତୁ=ଶବ୍ଦ କରିବା; ସଂସ୍କୃତ - ରାଢ଼ ଦେଶ=ଏ ଦେଶରେ ସାନ୍ତାଳ ଆଦି ଅସଭ୍ୟ ଜାତି ଥିବାରୁ;ସଂସ୍କୃତ - ରୂଢ଼; ସଂସ୍କୃତ - ରାଟି= ଯୁଦ୍ଧ
[ସମ୍ପାଦନା]- ୧. ବର୍ବର; ଅସଭ୍ୟ= ୧. Barbarian; uncivilized.
- ୨. ଅଶିଷ୍ଟ; ଅଭଦ୍ର —୨. Uncivil.
- ୩. କୃପଣ —୩. Miserly.
- ୪. ଟାଣୁଆ; କଠିନ —୪. Hard.
- ୫. ନିଷ୍ଠୁର; ନିର୍ଦ୍ଦୟ —୫. Cruel.
- ୬. କଠିନ ହୃଦୟ —୬. Hard heartedd.
- ୭. ମୂଢ଼ ବା ଦୂଷ୍ଟ —୭. Wicked.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବର୍ବର ବ୍ୟକ୍ତି —୧. A barbarian.
- ୨. ନିଷ୍ଠୁର ବ୍ୟକ୍ତି —୨. A cruel person.