ରାଡ଼ଗୁଆଁର
ଦେଖଣା
ରାଡ଼ଗୁଆଁର
ଉଚ୍ଚାରଣ
[ସମ୍ପାଦନା]ରାଡ଼ (ଢ଼)ରୁଆ(ହା)ଡ଼, ରାଡ଼ (ଢ଼)ଚୋଆ (ହା)ଡ଼ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ରାଡ଼ଗୁଆଁର
|
ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]- ୧. ଅତି ମୂର୍ଖ ଓ ନୀଚଜାତୀୟ ଲୋକ —୧. A low-caste person.
- ୨. ବର୍ବର ବା ଅସଭ୍ୟ ଲୋକ —୨. A barbarian.
- ୩. ବଣୁଆ ଜଙ୍ଗଲୀ ଲୋକ — ୩. A person of an uncivilized or will tribe.