ରାଡ଼ରାଡ଼ୁଆ
ଚୋବାଇବା ପାଇଁ କଠିନ (ବହୁବସ୍ତୁ; ଯଥା—ଗୁଆ, ବାଲିଗରଡ଼ା) —Rough to the taste.
[ଦ୍ରଷ୍ଟବ୍ୟ —ବାଲି, କୁଣ୍ଡା ଆଦି ପାଟିକୁ ରାଚ (ଜ)— ରାଚୁ(ଜୁ)ଆ ଲାଗେ; କିନ୍ତୁ ତାଠାରୁ ବଡ଼ ଟାଣୁଆ ଜିନିସ (ଯଥା—ଗୋଟାଗୁଆ, ବାଲିଗରଡ଼ା)ରାଡ଼୍ ରାଡ଼ୁଆ ଲାଗେ]