ରାଡ଼ୁରାଡ଼ୁ
ହାଡ଼ ଆଦିକୁ ଚୋବାଇବାର ବା ରେକେଟିବାର ଶବ୍ଦ —Grating sound of chewing bones.
(ଯଥା—କୁକୁର ହାଡ଼ ମାଉଁସକୁ ରାଡ଼ୁ ରାଡ଼ ଚୋବାଉ ଅଛି)
[ରାଡ଼ୁ ମା(ରା)ଡ଼ୁଆ—ବିଣରୂପ]
[ରାଡ଼ୁ ମାଡ଼ୁ ଅପେକ୍ଷା ରାଡ଼ୁରାଡ଼ୁ କର୍କଶତର]