Jump to content

ରାଢ଼

ଉଇକିଅଭିଧାନ‌ରୁ

ରାଢ଼

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରହ୍ ଧାତୁ=ତ୍ୟାଗ କରିବା+କର୍ମ ତ)

[ସମ୍ପାଦନା]
୧. ଗଙ୍ଗା ନଦୀର ପଶ୍ଚିମରେ ଥିବା ବଙ୍ଗଦେଶର ଅଂଶ; ଗଙ୍ଗରାଷ୍ଟ୍ର —୧. Part of Bengal to the west of the Ganges.

(ଯଥା—ବର୍ଦ୍ଧମାନ, ମେଦିନୀପୁର, ହୁଗୁଳି ଆଦି)

୨. ସୌନ୍ଦର୍ଯ୍ୟ —୨. Beauty.

ଦେଶଜ - .ବିଶେଷଣ -

[ସମ୍ପାଦନା]

ରାଡ଼ (ଇତ୍ୟାଦି) (ଦେଖ) - —Rāṟḍ̠a (etc) (See)

(ଉ—ମୁଁ ହୀନ ମଢ଼ ପାପିଷ୍ଠ ରାଢ଼ ନାହିଁ ମୋର ଭାଗ୍ୟ

ଭକ୍ତଚରଣ ମଥୁରାମଙ୍ଗଳ) 

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ସାନ୍ତାଳ ପ୍ରଭୃତି ନୀଚ ଜାତି —Aborigines, such as the Santhals.

ପ୍ରାଦେଶିକ - (ଭଦ୍ରକ) ବିଶେଷ୍ୟ -

[ସମ୍ପାଦନା]

ମାଛ ଧରିବା ପାଇଁ ବ୍ୟବହୃତ ଖୁବ୍ ବଡ଼ ଖଇଞ୍ଚି —A big-sized contrivance of wicker work to catch fish with.