Jump to content

ରାଢ଼ପଣ

ଉଇକିଅଭିଧାନ‌ରୁ

ରାଢ଼ପଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ରାଢ଼ପଣଆ(ଆଁ)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନିଷ୍ଠୁରତା —୧. Cruelty.
୨. କଠିନତା; ଟାଣପଣ —୨. Hardness.

[ଉ—ନୁହଇ ପାଷାଣ ମୂଷା ସମାନ, ନ ମାନେ ରାଢ଼ପଣେ ଦାଢ଼ମୂନ କବିସୂର୍ଯ୍ୟ କବିତାକଲ୍ଲୋଳୀନୀ]

୩. କୃପଣତା — ୩. Niggardliness.