Jump to content

ରାଢ଼ି

ଉଇକିଅଭିଧାନ‌ରୁ

ରାଢ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅସ୍ପୁଶ୍ୟ ଚାଣ୍ଡାଳ ଜାତି ବିଶେଷ — ୧. A low class of untouchables treated as falling under the same category as the sweepers.
୨. ଏକ ଜାତୀୟ କେଉଟ (ଏମାନେ କେବଳ ଚୂଡ଼ା କୁଟନ୍ତି; ମାଛ ଧରନ୍ତି ନାହିଁ) —୨. A class of makers of Chuṟḍ̠ā.