Jump to content

ରାଢ଼ୀ

ଉଇକିଅଭିଧାନ‌ରୁ

ରାଢ଼ୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରାଢ଼+ଆରବୀ - ଈ)

[ସମ୍ପାଦନା]
୧. ରାଢ଼ ଦେଶ (ଦେଖ) - —Rāṟḍ̠ẖa deṡa (See)



ରାଢ଼ୀ

ଉଚ୍ଚାରଣ

[ସମ୍ପାଦନା]

(ରାଢ଼ୀୟ—ଅନ୍ୟରୂପ)

ସଂସ୍କୃତ - ବିଣ—(ରାଢ଼+ଇନ୍ ୧ମା. ୧ବ)

[ସମ୍ପାଦନା]
୧. ରାଢ଼ ଦେଶବାସୀ ୧. Inhabiting or belonging to western Bengal.
୨. ରାଢ଼ ଦେଶୀୟ — ୨. Pertaining to the Rāṟḍ̠ha country.
୩. ବଙ୍ଗୀୟ ବ୍ରାହ୍ମଣ ଓ କାୟସ୍ଥମାନଙ୍କରର ଶାଖା ବିଶେଷର — ୩. Belonging to respective divisions of Brāhmaṇas and Kāyastha of Bengal.

[ଦ୍ରଷ୍ଟବ୍ୟ —ରାଢ଼ୀୟବ୍ରାହ୍ମଣ ଓ କାୟସ୍ଥମାନେ ବଲ୍ଲାଲସେନଙ୍କଦ୍ୱାରା କାନ୍ୟକୁବ୍ଜରୁ ଆନୀତ ହୋଇ ରାଢ଼ ଦେଶରେ ବସତି ସ୍ଥାପନ କରିଥିଲେ ଓ ତଦବଧି ଏମାନେ 'ରାଢ଼ୀୟ' ନାମରେ ଖ୍ୟାତ ବ୍ରାହ୍ମଣ ଓ କାୟସ୍ଥମାନଙ୍କର ଏହି ରାଢ଼ୀୟ ଶାଖା ପୁଣି ଉତ୍ତର ରାଢ଼ୀ ଓ ଦକ୍ଷିଣ ରାଢ଼ୀ ଉପଶାଖାରେ ବିଭକ୍ତ]

୪. ରୂଢ଼;କର୍କଶ —୪ Coarse;hard.