ରାଢେଣୀ
ଦେଖଣା
ରାଢେଣୀ
ଉଚ୍ଚାରଣ
[ସମ୍ପାଦନା][ରାଢ଼େ(ଢ଼ୋ)ଈ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ରାଢେଣୀ
|
[ରାଢି(ଢୂ, ଢ଼େ)ଣୀ—ଅନ୍ୟରୂପ]
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଦୂଷ୍ଟା (ସ୍ତ୍ରୀ) —୧. Wicked (Woman).
[ଉ—ସ୍ତିରୀ କୁଳେ କଳଙ୍କ ତୁ କୁଟିଳ ରାଢ଼େଣୀ ପ୍ରତାପ—ଶଶିସେଣା]
- ୨. ମୂଢ଼ା —୨. Devoid of good sense (said of a woman)
- ୩. ହୀନା; ନୀଚା; ଅଧମା —୩. Ignoble; low; mean (woman).
- ୪. କୃପଣା —୪. Miserly (woman).
- ୫. ନିଷ୍ଠୁରା —୫. Cruel (woman).
[ଉ—ଅଗ୍ନି ଜାଳନ୍ତେ ଥମ୍ୱିଲା ରାଢ଼େଣୀ, ଅନେକ ଯାଳେ ନ ତାତିଲା ପାଣି ପ୍ରତାପ ଶଶିସେଣା]
- ୬. ଭାଗ୍ୟ— ହୀନା —୬. Unfortunate; wretched (Woman).