ରାଣା
ଦେଖଣା
ରାଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ରାଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଜନ୍; ପ୍ରା ରାଣ)
[ସମ୍ପାଦନା]- ୧. ରାଜପୁତ ରାଜାଙ୍କର ଉପାଧି ବିଶେଷ —୧. A title prefixed to the name of Rajput kings.
[ଦ୍ରଷ୍ଟବ୍ୟ —ଏହା ନାମ ପୂର୍ବରେ ଯୁକ୍ତ ହୁଏ; ଯଥା— ରାଣା ପ୍ରତାପ ସିଂହ, ରାଣା ସଂଗ୍ରାମ ସିଂହ]
- ୨. ରାଜପୁତାନା ଅନ୍ତର୍ଗତ ମିବାର ରାଜ୍ୟର ରାଜାମାନଙ୍କ ରାଜୋପାଧି —୨. The title of the kings of Mewar.