Jump to content

ରାଣାଡ଼େ

ଉଇକିଅଭିଧାନ‌ରୁ

ରାଣାଡ଼େ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

(ମରହଟ୍ଟା ବ୍ରାହ୍ମଣମାନଙ୍କ ବଂଶୋପାଧି ବିଶେଷ; ଏହାଙ୍କ ପୁରା ନାମ:) ଗୋବିନ୍ଦ ମହାଦେବ ରାଣାଡ଼େ —A family title amongst the Marhatta Brahmaṇas and specially mentioned to denote the late Mahadev Govind Ranade.

[ଦ୍ରଷ୍ଟବ୍ୟ —ଏହାଙ୍କ ଜନ୍ମ ଖ୍ରୀ ୧୮୪୨: ମୃତ୍ୟୁ ଖ୍ରୀ ୧୯୧: ଏ ଜାତିରେ ମହାରାଷ୍ଟ୍ରୀୟ ବ୍ରାହ୍ମଣ ଏ ଇଂରାଜୀ ଶିକ୍ଷା ଲାଭ କରି ଉଚ୍ଚତମ ଉପାଧି ଏମ୍, ଏ. ଓ ଆଇନ୍ ଉପାଧି ପାଇ କେତେକ ଦିନ ସରକାରୀ ଅନୁବାଦକ, ପରରେ ପୁନାର କଲେଜରେ ଅଧ୍ୟାପକ ଓ ପରେ ସବ୍ଜଜ୍ ହୋଇ ଶେଷରେ ବମ୍ୱେ ହାଇକୋଟରେ ଜଜ୍ ହୋଇଥିଲେ ଏହାଙ୍କର ପ୍ରତିଭା ସର୍ବତୋମୁଖୀ ଥିଲା ସମାଜ, ସଂସ୍କାର ଦେଶହିତ ସାହିତ୍ୟ ଇତିହାସ ବିଜ୍ଞାନ ରାଷ୍ଟ୍ରନୀତି, ଅର୍ଥ ନୀତି ଆଦି ସବୁ ବିଭାଗରେ ଏ ବିଶେଷ ପାରଙ୍ଗମ ଥିଲେ]