ରାଣୀ ଦାନ୍ତକାଠି
ସିଧା ସଳଖ ବନ୍ୟ ଗୁଳ୍ମ ବିଶେଷ (ଉଚ୍ଚତା ୧ ଫୁଟ ଏହାର ଫୁଲ ଧଳା) —Flemingia Chapper (plant) Flemingia Paniculata.