ରାଣ୍ଠିରୁଣ୍ଠି ହେବା
ଦେଖଣା
ରାଣ୍ଠିରୁଣ୍ଠି ହେବା
ଉଚ୍ଚାରଣ
[ସମ୍ପାଦନା](ରାଣ୍ଠିହେବା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାଣ୍ଠିରୁଣ୍ଠି ହେବା
|
ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - କୁଣ୍ଠିତ)
[ସମ୍ପାଦନା]- ୧. ଧନ ବ୍ୟୟ କରିବାକୁ କୁଣ୍ଠିତ ହେବା —୧. To shrink from spending money.
- ୨. କୌଣସି କାର୍ଯ୍ୟ କରିବାକୁ କୁଣ୍ଠିତ ହେବା ବା ପଶ୍ଚାତ୍ପଦ ହେବା —୨. To show aversion to do a thing.