ରାଣ୍ଡ
ଦେଖଣା
ରାଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଅହିଅ, ଅହ୍ୟପ୍ରଥମ ଅର୍ଥର ଅର୍ଥବେ ଧକ]
ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ରଣ୍ଡା)
[ସମ୍ପାଦନା]- ୧. ବିଧବା —୧. Widow.
[ଉ—ସେ କାଳରେ କ୍ଷତ୍ରିୟ ସ୍ତିରୀଏ ଛାଣ୍ଡ ହେଲେ, କୃଷ୍ଣସିଂହ ମହାଭାରତ ଆଦି]
- ୨. (ହିନ୍ଦି ଓ ବଙ୍ଗଳାରୁ ଏ ଅର୍ଥରେ ଏ ବ୍ୟବହାର ଅନୁକୃତ) ବେଶ୍ୟା — ୨. Prostitute.
- ୩. (ହିନ୍ଦି ଓ ବଙ୍ଗଳାରୁ ଅନୁକୃତ) ରକ୍ଷିତା ସ୍ତ୍ରୀ — ୩. Kept woman; concubine; a mistress.
- ୪. ଆଶ୍ରୟବିହୀନା ସ୍ତ୍ରୀ —୪. A helpless woman.
ବିଶେଷଣ -
[ସମ୍ପାଦନା]- ୧. ଯାହାଙ୍କ ସ୍ୱାମି ବିୟୋଗ ଘଟିଅଛି — ୧. Widowed (woman).
- ୨. ରାଣ୍ଡପରି ଅଳଙ୍କାରବିହୀନା (ସ୍ତ୍ରୀ) —(a woman) Shorn or destitute of ornaments.
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା](ବିଧବା ପରି) ସର୍ବସମ୍ପତ୍ତିବିହୀନ —Shorn of all property (said of a destitute person who is compared to a widowed woman).
[ଦ୍ରଷ୍ଟବ୍ୟ —ଆମ ଦେଶରେ ହିନ୍ଦୁ ସମାଜର ସ୍ତ୍ରୀମାନଙ୍କୁ ପ୍ରଧାନ ଗାଳି 'ତୁ' ରାଣ୍ଡ ହୋ' ହିନ୍ଦୁ ସ୍ତ୍ରୀ ପକ୍ଷରେ 'ମରି ଯା' ଗାଳି ଅପେକ୍ଷା 'ରାଣ୍ଡ ହୋ' ଗାଳି ବେଶି ହୃଦୟ ବିଦାରକ]