ରାଣ୍ଡର କିଆଁ ଆଇଁଷର ଚିନ୍ତା
ଦେଖଣା
ରାଣ୍ଡର କିଆଁ ଆଇଁଷର ଚିନ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଣ୍ଡର କିଆଁ ଆଇଁଷର ଚିନ୍ତା
|
ଦେଶଜ - ଢ଼ଗ
[ସମ୍ପାଦନା](ବିଧବା ସ୍ତ୍ରୀ ପକ୍ଷରେ ଆମିଷ ଭୋଜନ ନିଷିଦ୍ଧ ଏପରି ସ୍ଥଳରେ ବିଧବାର ଆମିଷ ସମ୍ୱନ୍ଧୀୟ ଚିନ୍ତା କରିବା ଆବଶ୍ୟକ ନାହିଁ ଯେଉଁ ବିଷୟରେ କାହାରି ସ୍ୱାର୍ଥ ବା ସମ୍ପର୍କ ନ ଥାଏ ସେ ବିଷୟ ସେ ଚର୍ଚ୍ଚା କଲେ ଏ ପ୍ରବଚନ ବୋଲାଯାଏ)—ନିଜର ସମ୍ପର୍କ ବା ସ୍ୱାର୍ଥ ନ ଥିବା ବିଷୟରେ ଚିନ୍ତା କରିବା —A saying applied to a person taking interest in a matter in which he has no concern (lie a widow taking interest in animal food which is a prohibited food to her).