Jump to content

ରାଣ୍ଡୀ

ଉଇକିଅଭିଧାନ‌ରୁ

ରାଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ରଣ୍ଡା)

[ସମ୍ପାଦନା]
୧. ରାଣ୍ଡ; ବିଧବା —୧. Widow.

[ଉ—ତୁମ୍ଭ କୁଳନାରୀଏ ହୋଇ କରି ରାଣ୍ଡୀ, ଆମ୍ଭପରି କାନ୍ଦିବେ ହୋଇଣ ଦରାଣ୍ଡି କୃଷ୍ଣସିଂହ ମହାଭାରତ ସ୍ତ୍ରୀ]

୨. ବେଶ୍ୟା —୨. Prostitute.
୩. ରକ୍ଷିତା ସ୍ତ୍ରୀ —୩. A concubine.
୪. ସ୍ତ୍ରୀ ଲୋକଙ୍କ ପ୍ରତି ଗାଳି ବିଶେଷ — ୪. A term of abuse applied to women.

[ଉ—ବୋଇଲା ମୋ ଘରେ ଥାଇଲୋ ସୀତା ରାଣ୍ଡୀ ଖାଇଲୁ ରାକ୍ଷସମାନଙ୍କ ଭେଣ୍ଡା ଗଣ୍ଡି କୃଷ୍ଣସିଂହ ମହାଭାରତ ବନ]

୫. ଆଶ୍ରୟହୀନା ବିଧବା —୫. Helpless widow.