Jump to content

ରାଣ୍ଡୀ ଖଣ୍ଡୀ

ଉଇକିଅଭିଧାନ‌ରୁ

ରାଣ୍ଡୀ ଖଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସହଚର)

[ସମ୍ପାଦନା]
୧. ନିରାଶ୍ରୟା ଓ ମାତାପିତୃ ହୀନା ବାଳିକା —୧. Helpless orphan girl.
୨. ବିଧବା ଓ ମାତୃପିତୃହୀନା
ବାଳିକା —୨. Widow and orphan.
୩. ଅବୀରା ସ୍ତ୍ରୀ; ଯେଉଁ ବିଧବାର ଅପତ୍ୟାଦି ନାହାନ୍ତି —୩. A childless widow.