ରାଣ୍ଡୀ ଝିଅ
ଦେଖଣା
ରାଣ୍ଡୀ ଝିଅ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଣ୍ଡୀ ଝିଅ
|
ଦେଶଜ - ବିଶେଷ୍ୟ - (ଗାଳି)
[ସମ୍ପାଦନା]- ୧. ବିଧବାର ବୈଧବ୍ୟାସ୍ଥାରେ ଉତ୍ପାଦିତା କନ୍ୟା —୨. A daughter conceived by a woman during her widowhood.
- ୨. ନିରାଶ୍ରୟା ବିଧବାର କନ୍ୟା —୨. The daughter of a helpless widow.
- ୩. ନିରାଶ୍ରୟା ବିଧବା କନ୍ୟା —୩. A helpless and widow daughter.