ରାଣ୍ଡୀ ପୁଅ ଅନନ୍ତା
ଦେଖଣା
ରାଣ୍ଡୀ ପୁଅ ଅନନ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଣ୍ଡୀ ପୁଅ ଅନନ୍ତା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କାହାଣୀରେ କଥିତ ବିଧବା ବ୍ରାହ୍ମଣୀର ଏକମାତ୍ର ଅଯୋଗ୍ୟ ସନ୍ତାନ — ୧. Name of a widow's only son who is a loafer.
- ୨. ଯେଉଁ ଲୋକର ଘରେ ପୋଷ୍ୟବର୍ଗ କେହି ନ ଥିବାରୁ ସେ ନିଶ୍ଚିନ୍ତ ହୋଇ ବୁଲୁଥାଏ — A loafer having no family to maintain.