ରାଣ୍ଡ ଛେଉଣ୍ଡ
ଦେଖଣା
ରାଣ୍ଡ ଛେଉଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଣ୍ଡ ଛେଉଣ୍ଡ
|
[ରାଣ୍ଡ (ଣ୍ଡା)ଛେଉଣ୍ଡା—ସ୍ତ୍ରୀ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସ୍ତ୍ରୀ) ପିତାମାତୃହୀନା ବିଧବା — ୧. An orphan widow.
- ୨. (ପୁଂ ଓ ସ୍ତ୍ରୀ) ନିରାଶ୍ରୟା ପିତୃମାତୃହୀନ ବ୍ୟକ୍ତି — ୨. A helpless orphan.