ରାଣ୍ଡ ରଖିବା
ଦେଖଣା
ରାଣ୍ଡ ରଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଣ୍ଡ ରଖିବା
|
ଦେଶଜ - କ୍ରିୟାପଦ - (ବଙ୍ଗଳା ଓ ହିନ୍ଦିରୁ ଅନୁକୃତ)
[ସମ୍ପାଦନା]- ୧. ବିବାହ ନ କରି କୌଣସି ସ୍ତ୍ରୀକୁ ପତ୍ନୀରୂପେ ଭୋଗ କରିବା —୧. To entertain a mistress or concubine.
- ୨. ରବଶ୍ୟା ରଖିବା —୨. To keep a prostitute.
- ୩. କୌଣସି ବିଧବାକୁ ସ୍ତ୍ରୀରୂପେ ରଖିବା —୩. To live with a widow as husband and wife.