ରାଣ୍ଡ ହାତ
ବଳୟ ଓ ଭୂଷଣବିହୀନ (ସ୍ତ୍ରୀଲୋକର) ହସ୍ତ — (Woman's) Hand devoid or shorn of bracelets.
[ଦ୍ରଷ୍ଟବ୍ୟ —ହିନ୍ଦୁ ସମାଜରେ ସ୍ତ୍ରୀ ବିଧବା ହେଲେ ପ୍ରଥମେ ତାହା ହାତରୁ ଖଡ଼ୁ ବା କାଚ ବା ଶଙ୍ଖା କଢ଼ାଯାଏ]