Jump to content

ରାଣ୍ଡ (ଝୁ)ଅ

ଉଇକିଅଭିଧାନ‌ରୁ

ରାଣ୍ଡ (ଝୁ)ଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିଧବା କନ୍ୟା —୧. A window daughter.
୨. ବିଧବା ବାଳିକା — ୨. A widow girl.
୩. ନିରାଶ୍ରୟା ପତିହୀନା ସ୍ତ୍ରୀ —୩. A poor and helpless widow.


୪. ନିରାଶ୍ରୟା ବିଧବାର (ନିରାଶ୍ରୟା) କନ୍ୟା — ୪. The helpless daughter a helpless widow.