Jump to content

ରାଣ ଖାଇବା

ଉଇକିଅଭିଧାନ‌ରୁ

ରାଣ ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିଜେ ଈଶ୍ୱରଙ୍କ ନାମ ଧରି କୌଣସି ପୂର୍ବଘଟିତ ବିଷୟ ସତ୍ୟ ବୋଲି କହିବା; ହଲପ କରିବା —୧. To say a thing on oath.
୨. ଶପଥ ପୂର୍ବକ ଅଙ୍ଗୀକାର କରିବା ବା ସତ୍ୟ କରିବା —୨. To promise to do a thing on oath.