ରାଣ ଦେଲା ପରି
ଦେଖଣା
ରାଣ ଦେଲା ପରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାଣ ଦେଲା ପରି
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଦେବତାଙ୍କ ନାମ ଧରି କୌଣସି ବ୍ୟକ୍ତିକୁ କୌଣସି ବିଷୟରୁ ନିବର୍ତ୍ତାଇଲେ ସେ ଉକ୍ତ ରାଣ ମାନି କରି ନିବୃତ୍ତ ହେବା ଭଳି ===
ଅନୁବାଦ
[ସମ୍ପାଦନା]ରାଣ ଦେଲା ପରି
|
(ରାଣ ମାନିଲା ପରି—ଅନ୍ୟରୂପ)
As if bound by oath.
(ଯଥା—ଏକାପାନେ ଓଷଧରେ ମୋ ପେଟଟଣା ରାଣ ଦେଲା ପରି ବନ୍ଦ ହୋଇଗଲା)