ରାଣ ପକାଇବା
ଦେଖଣା
ରାଣ ପକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଣ ପକାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିଙ୍କ ବା ଦେବତାଙ୍କ ନାମ ଉଚ୍ଚାରଣ ପୂର୍ବକ ଶପଥ କରିବା —୧. To take an oath; to swear by the name of a person or Deity.
- ୨. ଶପଥ ପୂର୍ବକ କୌଣସି ବ୍ୟକ୍ତିକୁ କିଛି କାର୍ଯ୍ୟ କରିବାକୁ ଅନୁରୋଧ କରିବା — ୨. To request a person on oath.
(ଉ—ଗୋଟିଏ ଗୋଟିଏ ଅଳ୍ପ କଥାକୁ କୋଟିଏ ପକାଏ ରାଣ ଗୋ କବିସୂର୍ଯ୍ୟ ସଙ୍ଗୀତ)
[ଦ୍ରଷ୍ଟବ୍ୟ —ନିମ୍ନଲିଖିତ ଉପଲକ୍ଷରେ ରାଣ ପକାଇବାକୁ ହୁଏ ===
- ୧. ସୂକୃତ କରି ସତ୍ୟ କହିବା (ରାଣ ଖାଇବା);
- ୨. କୌଣସି ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାକୁ ଅନୁରୋଧ କରିବା (ରାଣ ଦେବା, ରାଣ ପକାଇବା); ===
- ୩. କୌଣସି ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାରୁ ବିରତ ହେବାକୁ ଅନୁରୋଧ କରିବା (ରାଣ ଦେବା, ରାଣ ପକାଇବା); ===
- ୪. ନିଜେ ଭବିଷ୍ୟତରେ କୌଣସି କାର୍ଯ୍ୟ ନ କରିବାକୁ ସତ୍ୟ ପ୍ରତିଜ୍ଞା କରିବା (ରାଣ ଖାଇବା)]