ରାତିକଣା
(ରାତିକାଣୀ—ସ୍ତ୍ରୀ)
ଅନ୍ଧାରକଣା; ଯାହାକୁ ରାତିରେ ଭଲ ଦେଖାଯାଏ ନାହିଁ — Suffering from night-blindness; nyctalops.
ରାତ୍ର୍ୟନ୍ଧତା —Night- blindness; Nyctalopia.