ରାତିଗଡ଼ି
ଦେଖଣା
ରାତିଗଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାତିଗଡ଼ି
|
(ଦିନଗାଡ଼ି—ବିପରୀତ)
ଦେଶଜ - ବିଶେଷ୍ୟ - (ରେଲପ୍ରବର୍ତ୍ତନ ହେବା ପରେ ବ୍ୟବହୃତ ଶବ୍ଦ)
[ସମ୍ପାଦନା]- ୧. ଯେଉଁ ରେଳଗାଡ଼ି କୌଣସି ସ୍ଥାନୀୟ ଷ୍ଟେସନରେ ରାତିବେଳେ ପହଞ୍ଚେ ବା ଷ୍ଟେସନ୍ରୁ ରାତିରେ ଛାଡ଼େ —୧. Night-train.
- ୨. ରାତିରେ ଯିବା ଆସିବା କରିବା ରେଳଗାଡ଼ି —୨. Train travelling during night.