Jump to content

ରାତିହାସ

ଉଇକିଅଭିଧାନ‌ରୁ

ରାତିହାସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ରାତ୍ରିବାସ)

[ସମ୍ପାଦନା]

ରାତିରେ ଶୋଇଲା ବେଳେ ଯେଉଁ ଲୁଗା ପିନ୍ଧା ଯାଇଥାଏ ଓ ଯେଉଁ ଶଯ୍ୟା ଆଦି ବ୍ୟବହାର କରାଯାଇ ଥାଏ —(clothes beddings; bed sheets) Used during night when one goes to sleep.

(ଯଥା—ରାତିହାସ ଲୁଗା, ରାତିହାସଛୁଆଁ)