ରାତିହାସ ଛୁଆଁ
ଦେଖଣା
ରାତିହାସ ଛୁଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାତିହାସ ଛୁଆଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାତ୍ରିରେ ବ୍ୟବହୃତ ବସ୍ତ୍ର ଓ ଶଯ୍ୟାଦିର ଅଶୁଚିତ୍ୱ —The state of the night clothes and bedding being considered as polluted (for having been used for sleeping on duiring the night).
[ଦ୍ରଷ୍ଟବ୍ୟ —ଏବେ ମଧ୍ୟ ହିନ୍ଦୁ ସ୍ତ୍ରୀ ଲୋକମାନେ ରାତ୍ରିବାସ ଓ ରାତ୍ରି ଶଯ୍ୟାକୁ ଅଶୁଚି ବୋଲି ବାରନ୍ତି ଓ ସକାଳୁ ସ୍ନାନାଦି କରିବା ପରେ ରାତିରେ ବ୍ୟବହାର କରିଥିବା ଶଯ୍ୟାଦିକୁ ଛୁଅନ୍ତି ନାହିଁ କିମ୍ୱା ରାତିହାସ ଛୁଆଁ ଲୁଗାକୁ ଛୁଇଁଲେ ସ୍ନାନ ନ କରି କିମ୍ୱା ସେ ଲୁଗାକୁ ନ ପାଲିଟି ପାକ ହାଣ୍ଡିକୁ ଓ ଦେବତାଙ୍କୁ ଛୁଅନ୍ତି ନାହିଁ ଆଧୁନିକ ଶିକ୍ଷିତ ଓ ଶିକ୍ଷିତା ମାନଙ୍କ ମଧ୍ୟରରେ ରାତିହାସ ଛୁଆଁର ବାରଣ ରଖାଯାଉ ନାହିଁ, ତାହା ସେମାନେ ଗୋଳାଉ ଅଛନ୍ତି ବା ଶୁଦ୍ଧ ବସ୍ତ୍ରାଦି ସଙ୍ଗେ ପୂରାଉ ଅଛନ୍ତି]