Jump to content

ରାତି(କ)

ଉଇକିଅଭିଧାନ‌ରୁ

ରାତି(କ)

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଏକରାତ୍ରି ସମୟ —୧. Period of one night.
୨. ଏକରାତ୍ରି ମାତ୍ର —୨. One night only.

(ଉ—ରାତିଏ ଗଲେ ହାତିଏ ଆଣିବା—ଢ଼ଗ)

(ଉ— ସାତ୍ୟକି ସହାୟରେ କର୍ଣ୍ଣକୁ ବଢ଼ାଇ, ଦିଅ ପୁତ୍ର କରି ଏ ରାତିକ ଲଢ଼ାଇ କୃଷ୍ଣସିଂହ ମହାଭାରତ ଦ୍ରୋଣ)