Jump to content

ରାତି ଅନିଦ୍ରା

ଉଇକିଅଭିଧାନ‌ରୁ

ରାତି ଅନିଦ୍ରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାତ୍ରି ଓ ଉନ୍ନିଦ୍ର)

[ସମ୍ପାଦନା]

ରାତ୍ରିରେ ନ ଶୋଇବା —Watching up the whole night.

ବିଶେଷଣ -

[ସମ୍ପାଦନା]

ରାତ୍ରିରେ ଉନ୍ନିଦ୍ର; ରାତ୍ରି ତମାମ୍ ଶୋଇ ନ ଥିବା —One who had no sleep in the night.

(ଉ—ବାପ ପୁଅ ଦିହେଁ ରାତି ଅନିଦ୍ରା, ମୁଗୁରା ଗାଣ୍ଡି ମେଲା—ଢ଼ଗ)