ରାତି ଖିଆ
ରାତ୍ରି ଭୋଜନ; ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟ ମଧ୍ୟବର୍ତ୍ତୀ ସମୟରେ ଖାଇବା —Taking of meals during the night; night-meal.