Jump to content

ରାତି ଜାଗିବା

ଉଇକିଅଭିଧାନ‌ରୁ

ରାତି ଜାଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ବଙ୍ଗଳାରୁ ଅନୁକୃତ; ଜଗିବା ଶବ୍ଦର ଚେଇଁବା ଅର୍ଥରେ ଓଡ଼ିଆରେ ବ୍ୟବହାର ଅର୍ବାଚୀନ)

[ସମ୍ପାଦନା]

ରାତିରେ ଆଦୌ ନ ଶୋଇବା; To remain awake throughout the night; to keep vigil; to consume the midnight oil.