ରାତି ପାଇବା
ଦେଖଣା
ରାତି ପାଇବା
ଉଚ୍ଚାରଣ
[ସମ୍ପାଦନା]ରାତିପାହାନ୍ତି(ନ୍ତା), ରାତିପାହାନ୍ତିଆ,ରାତିଫସର ଫାଟିବା, ରାତିଫରଚା ହେବା, ରାତିଭୋରଅନ୍ୟରୂପ
ଅନୁବାଦ
[ସମ୍ପାଦନା]ରାତି ପାଇବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାତ୍ରି+ପ୍ରଭାତ)
[ସମ୍ପାଦନା]ରାତିର ଅବସାନ ବେଳା; ଭୋର, ଉଷକାଳ; ରାତିର ଅନ୍ଧକାର ନାଶ ହୋଇ ସକାଳ ହେବା ସମୟ — Break of day; day-break dawn.
(ଉ—ପାହିଲା ରାତି, କୁଆ ନେଇଗଲା କଜଳପାତୀ—ଢ଼ଗ ନ ପାହୁ ରାତି, ନ ମରୁ ପତି, ଏକା ରାତିକ ହେଉ ସାତ ରାତି— କାହାଣୀରେ ସତୀର ପ୍ରାର୍ଥନା)