Jump to content

ରାତି ହଗା

ଉଇକିଅଭିଧାନ‌ରୁ

ରାତି ହଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରାତ୍ରିକାଳରେ ଝାଡ଼ା ଫେରିବା — ୧. Easing one's self in night time.
୨. ରାତିରେ ଝାଡ଼ାଫେରିବା ଅଭ୍ୟାସ —୨. The habit of answering the call of nature during night.

[ଉ—ରାତିହଗା ଖଣ୍ଡି କରିବ ମୂଳ, ବାଟରୁ ଛାଡ଼ିବ ତିନି ଆଙ୍ଗୁଳ—ଢ଼ଗ]