Jump to content

ରାତ୍କା ରାତ୍

ଉଇକିଅଭିଧାନ‌ରୁ

ରାତ୍କା ରାତ୍

ଉଚ୍ଚାରଣ

[ସମ୍ପାଦନା]

ରାତାରାତ୍(ତି) ରାତିଏ ରାତିଏଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଏକରାତି ମଧ୍ୟରେ —୧. In the course of one night.
୨. ରାତ୍ରିତମାମ୍ —୨. Through. out the night.
୩. ରାତ୍ରି ଯୋଗେ; ରାତ୍ରିର ସୁବିଧା ପାଇଁ — ୩. Under cover of night.