Jump to content

ରାତ୍ର

ଉଇକିଅଭିଧାନ‌ରୁ

ରାତ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାତ୍ରି)

[ସମ୍ପାଦନା]

ରାତି; ରାତ୍ରି —Night.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଅନ୍ୟ ଶବ୍ଦ ପରେ ସମାସଦ୍ୱାରା ଯୁକ୍ତ ହେଲେ ରାତ୍ରି ଶବ୍ଦ ରାତ୍ର ଆକାର ଧାରଣ କରେ; ଯଥା—ଦିବାରାତ୍ର; ନିଶାରାତ୍ର; ଅର୍ଦ୍ଧ— ରାତ୍ର) —The form assumed by the word when added to another word to form a compound word.