Jump to content

ରାତ୍ରି

ଉଇକିଅଭିଧାନ‌ରୁ

ରାତ୍ରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରା ଧାତୁ=ଦେବା+କର୍ତ୍ତୃ ତ୍ରି ଈ)

[ସମ୍ପାଦନା]
୧. ରଜନୀ; ରାତି; ଏକ ସୂର୍ଯ୍ୟାସ୍ତଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ମଧ୍ୟର କାଳ —୧. Night.

(ଅନ୍ୟ ସଂସ୍କୃତ ନାମ ନିଶା, ନିଶିଥିନୀ, ତ୍ରିଜାମା, କ୍ଷଣଦା, କ୍ଷପା)

୨. ହିରିଦ୍ରା;ହଳଦୀ — ୨. Turmeric.