ରାତ୍ରିକ
ଦେଖଣା
ରାତ୍ରିକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରାତ୍ରି+କ)
[ସମ୍ପାଦନା]- ୧. ପଞ୍ଚରାତ୍ର —୧. A period of five nights.
- ୨. ଏକ ବର୍ଷକାଳ ବେଶ୍ୟା ଗୃହରେ ବାସ କରିବା ବ୍ୟକ୍ତି —୨. A person who lives in the house of a prostitute for a period of full one year.
- ୩. ଏକ ପ୍ରକାର ବିଛା (ହିନ୍ଦୀ - ଶ) —୩. A kind of scorpion.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଏକରାତ୍ରି ମାତ୍ର —One night only.