Jump to content

ରାତ୍ରି(ଞ୍ଚ)ର

ଉଇକିଅଭିଧାନ‌ରୁ

ରାତ୍ରି(ଞ୍ଚ)ର

ଉଚ୍ଚାରଣ

[ସମ୍ପାଦନା]

ରାତ୍ରିଚରୀ, ରାତ୍ରିଞ୍ଚରୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରାତ୍ରି+ଚର ଧାତୁ+କର୍ତ୍ତୃ. ଅ;ରାତ୍ରିଂ+ ଚର ଧାତୁ+କର୍ତ୍ତୁ ଅ;ଅଲୁକ୍ ସମାସ)

[ସମ୍ପାଦନା]

ନିଶାଚର;ଯେ ରାତିରେ ଚରେ ବା ବିଚରଣ କରେ — Prowling in the night; of nocturnal habits.

ବିଶେଷ୍ୟ -

[ସମ୍ପାଦନା]
୧. ରାକ୍ଷସ —୧. Demon.
୨. ଚୋର — ୨. Robber; thief.
୩. ରାତିରେ ଆହାରାଦି ଅନ୍ୱେଷଣ କରିବା ପାଇଁ ଯେଉଁ ଜୀବମାନେ ଜୀବମାନେ ବସାରୁ ବାହାରନ୍ତି — ୩. Animals of nocturnal habits.

(ଯଥା ବାଘ, ଭାଲୁ, ସାପ, ପେଚା, ବାଦୁଡ଼ି)

୪. ରାତିରେ ପହରା ଦେବା ଲୋକ —୪. Night watchman.
୫. ଭୂତ; ପ୍ରେତ; ପିଶାଚାଦି —୫. Ghost; goblin; imp.