ରାତ୍ରି ଚର୍ଯ୍ୟା
ଦେଖଣା
ରାତ୍ରି ଚର୍ଯ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସ୍ୱାସ୍ଥ୍ୟକାମୀ ବ୍ୟକ୍ତିର ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଆହାର, ମୈଥୁନ ଓ ନିଦ୍ରାଦି ବିଷୟରେ ବୈଦ୍ୟଶାସ୍ତ୍ରନୁମୋଦିତ ବିଧି ପାଳନ —Some obser vances during the night time regard ing food, sleep, copulation, enjoined by the medical treatises for helth-seeking people.