Jump to content

ରାତ୍ରି ପାଳନ

ଉଇକିଅଭିଧାନ‌ରୁ

ରାତ୍ରି ପାଳନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନିଶା ପାଳନ; ଅମାବାସ୍ୟା, ପୂର୍ଣ୍ଣିମା, ଏକାଦଶୀ ଆଦି ତିଥିରେ ରାତିରେ ଭୋଜନ ନ କରିବା, ଜପାଦି କରିବା ଓ ସ୍ତ୍ରୀସହବାସ ନ କରିବା ଆଦି କେତେ ଗୁଡ଼ିଏ ନିୟମ —Observance of abstinence in the night of certain days enjoyed by the Ṡāstras.