ରାତ୍ରି ବାସ
ଦେଖଣା
ରାତ୍ରି ବାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ସ୍ଥାନରେ ରାତ୍ରିରେ ଅବସ୍ଥାନ; କୌଣସି ସ୍ଥାନରେ ରାତ୍ରି ଯାପନ କରିବା — ୧. Passing the night at a place.
- ୨. ରାତିହାସ ଲୁଗା;ରାତି ପିନ୍ଧା; ରାତିରେ ପିନ୍ଧି କରି ଶୋଇବା ବସ୍ତ୍ରାଦି; ଶୋଇଲା ବେଳେ ବ୍ୟବହୃତ ବସ୍ତ୍ର ଓ ଶଯ୍ୟାଦି —୨. Night clothing worn while sleeping; night-gown; night-dress; night clothes; clothes, sheets,wrappers and bedding used by a person while in bed in the night.