ରାତ୍ରି ଯୋଗରେ
ଦେଖଣା
ରାତ୍ରି ଯୋଗରେ
ଉଚ୍ଚାରଣ
[ସମ୍ପାଦନା](ରାତ୍ରି ଯୋଗେ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାତ୍ରି ଯୋଗରେ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ସନ୍ଧ୍ୟା ପରେ —୧. After night-fall.
- ୨. ରାତ୍ରି ମଧ୍ୟରେ —୨. In the course of the night.
- ୩. ରାତ୍ରି କାଳରେ —୩. By night.
(ଯଥା— ବନ୍ଦୀ ରାତ୍ରି ଯୋଗରେ ପ୍ରହରୀମାନଙ୍କ ଶୋଇଥିବାର ସୁବିଧା ପାଇ କାରଗାରରୁ ପଳାଇଗଲା
ଆମ୍ଭେମାନେ ରାତ୍ରି ଯୋଗେ କଟକଠାରୁ ପୁରୀକୁ ଯାତ୍ରୀ କଲୁଁ)